ପୂର୍ବ ଶତ୍ରୁତାରୁ ହଣାକଟା: ଭାଇକୁ ରକ୍ଷା କରିବାକୁ ଯାଇ ହଣା ଖାଇଲା ଭଉଣୀ

ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌, ହଣାକଟା ଯୋଗୁଁ ଭାଇ-ଭଉଣୀ ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ, କ୍ୟାପିଟାଲ୍ ଥାନା ଅନ୍ତର୍ଗତ ହରିଜନ ବସ୍ତିର ମନୋରଞ୍ଜନ ନାୟକ ଓ ତାଙ୍କ ଭଉଣୀ ରଞ୍ଜୁଲତା ନାୟକ। ରଞ୍ଜୁଲତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସାହିଲ୍‌କୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ … Continue reading ପୂର୍ବ ଶତ୍ରୁତାରୁ ହଣାକଟା: ଭାଇକୁ ରକ୍ଷା କରିବାକୁ ଯାଇ ହଣା ଖାଇଲା ଭଉଣୀ